ଲିପିତ
(ସଂସ୍କୃତ - ଲିପ୍ତ)—ଲିପ୍ତ; ଜଡ଼ିତ — Involved; attached; addicted.
[ଉ—କର୍ମରେ ସେ ଲିପିତ କେବେହେଁ ନୁହନ୍ତି କୃଷ୍ଣସିଂହ. ମହାଭାରତ ଶାନ୍ତି]