Jump to content

ଲିପିବା

ଉଇକିଅଭିଧାନ‌ରୁ

ଲିପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି(ସଂସ୍କୃତ - ଲିପ୍ ଧାତୁ)

[ସମ୍ପାଦନା]

ଲେପିବା; କୌଣସି ବସ୍ତୁ ଉପରେ କୌଣସି ତରଳ ବସ୍ତୁକୁ ପତଳା କରି ବୋଳିବା To anoint; to smear a liquid substance over a thing; to lay a thin layer of any liqui୯d over a thing.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ସହଚରରୂପେ ଲେଥିବା, ପୋଛିବା, ଝୋଟି ଦେବା, ମୁରୁଜ ଦେବା ଆଦି କ୍ରିୟା ବ୍ୟବହୃତ ହୁଏ ଭିନ୍ନ ଭିନ୍ନ ପଦାର୍ଥ ଦେହ ଓ ସ୍ଥାନ ଆଦିରେ ଲିପାଯାଏ ଯଥା—(ଦେହରେ) ଚନ୍ଦନ ଲିପିବା; (କାନ୍ଥରେ) ଗୋବର, ମାଟି ଗୋବର, ଗୋରୁ, ବନମାଟି, ରଙ୍ଗ ଆଦି ଲିପିବା

[ଲିପାଯି(ହେ)ବା—କର୍ମବାଚ୍ୟରୂପ]