Jump to content

ଲିପି କୁଶଳ

ଉଇକିଅଭିଧାନ‌ରୁ

ଲିପି କୁଶଳ

ଉଚ୍ଚାରଣ

[ସମ୍ପାଦନା]
[ଲିପି କୁଶଳା—ସ୍ତ୍ରୀ] 

[ଲିପି କୁଶଳତା, ଲିପିକୌଶଳ—ବି]

ସଂସ୍କୃତ - ବିଶେଷଣ - ପୁଂ(୭ମୀ ତତ୍)

[ସମ୍ପାଦନା]
୧. ଲେଖିବା ବିଷୟରେ ପଟୁ —୧. Expert in writing.
୨. ଚିତ୍ର ବିଦ୍ୟାରେ ଦକ୍ଷ —୨. Expert in drawing.