Jump to content

ଲିପି କୌଶଳ

ଉଇକିଅଭିଧାନ‌ରୁ

ଲିପି କୌଶଳ

ଉଚ୍ଚାରଣ

[ସମ୍ପାଦନା]

ଲିପି ଚାତୁରୀ(ର୍ଯ୍ୟ), ଲିପି ଚତୁରତା, ଲିପି ପଟୁତା, ଲିପି ନୈପୁଣ୍ୟଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍ ବା ୭ମୀ ତତ୍)

[ସମ୍ପାଦନା]

ଲେଖିବାରେ ବାହାଦୁରୀ —Skill in writing; excellence in writing or painting; penmanship.