Jump to content

ଲିପ୍ତ

ଉଇକିଅଭିଧାନ‌ରୁ

ଲିପ୍ତ

ଉଚ୍ଚାରଣ

[ସମ୍ପାଦନା]
(ଲିପ୍ତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଣ—(ଲିପ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଉପରେ ବୋଳା ହୋଇଥିବା —୧. Covered with a thin layer.
୨. (ପୁଂ) କୃତଲେପନ; ଚର୍ଚ୍ଚିତ — ୨. Anointed; smeared.
୩. ସଂଯୁକ୍ତ; ସମ୍ମିଳତି — ୩. Connected; joined; united.
୪. ସଂବଦ୍ଧ; ଜଡ଼ିତ —୪. Closely connected.
୫. କୌଣସି ବିଷୟ ସଙ୍ଗେ ଦୃଢ଼ଭାବରେ ସମ୍ୱନ୍ଧଯୁକ୍ତ —୫. Involved or complicated in a matter; concerned.
୬. ପରସ୍ପର ସହିତ ସଂଯୁକ୍ତ —୬. Conjoined to each other.
୭. ବିଷ ଗୋଳା ହୋଇଥିବ; ବିଷାକ୍ତ — ୭. Envenomed; poisoned.
୮. ଖିଆ ହୋଇଥିବା; ଭୁକ୍ତ —୮. Eaten (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଲିପ୍ତା (ଦେଖ) - —Liptā(See)