ଲିପ୍ତା
ଦେଖଣା
ଲିପ୍ତା
ଉଚ୍ଚାରଣ
[ସମ୍ପାଦନା](ଲିପ୍ତବା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକ ଲିତା ସମୟ; ଏକ ଦଣ୍ଡର ୬ ଭାଗରୁ ଏକ ଭାଗ; ଅତି ସୂକ୍ଷ୍ମ କାଳ; ଏକ ପଳ; ୨୪: ସେକେଣ୍ଡ୍— (ଓଡ଼ିଆ 'ଲତା' ଶବ୍ଦ ଏହି ଶବ୍ଦରୁ ଅପଭ୍ରଷ୍ଟ) A minute portion of time ୨୪ seconds.
[ଦ୍ରଷ୍ଟବ୍ୟ —୧ ଦଣ୍ଡ=୨୪: ମିନିଟ୍ ୧ ଦଣ୍ଡ=୬ ଲିପ୍ତା ବା ପଳ ୧ ଲିପ୍ତା—୬ ବିଲିପ୍ତା ବା ବିପଳ]