Jump to content

ଲିପ୍ତ ହସ୍ତ

ଉଇକିଅଭିଧାନ‌ରୁ

ଲିପ୍ତ ହସ୍ତ

ଉଚ୍ଚାରଣ

[ସମ୍ପାଦନା]
(ଲିପ୍ତାହସ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯାହାର ହାତର ଆଙ୍ଗୁଠିମାନ ଚର୍ମଦ୍ୱାରା ଆବଦ୍ଧ —୧. Having the fingers of the hand conjoined with skin; having the fingers of the hand woven together or lightly held together (either from birth or through spasms).
୨. ଯାହାର ହାତରେ ରଙ୍ଗ ଆଦି ବୋଳା ଯାଇଅଛି —୨. Having the hands smeared amd stained (M.W.)