ଲିପ୍ ଇୟାର୍
ଦେଖଣା
ଲିପ୍ ଇୟାର୍
ଉଚ୍ଚାରଣ
[ସମ୍ପାଦନା][ଲିପ୍ ୟ(ୟା)ର୍—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲିପ୍ ୟିଅର୍)
[ସମ୍ପାଦନା]୩୩୬: ଦିନ ବିଶିଷ୍ଟ ଇଂରେଜି ବର୍ଷ —Leap year.
[ଦ୍ରଷ୍ଟବ୍ୟ —ଯେଉଁ ମସିହାକୁ ୪ଦ୍ୱାରା ଭାଗକଲେ ଭାଗଶେଷ ରହେ ନାହିଁ ତାହାକୁ ଲିପ୍ଇଅର କହନ୍ତି—ଏହି ବର୍ଷର ଫେବୃୟାରୀ ମାସରେ ୨୮: ଦିନ ନ ହୋଇ ୨୯: ଦିନ ହୁଏ ଏହି ବର୍ଷ ମଧ୍ୟରେ ଖ୍ରୀଷ୍ଟିୟ ପର୍ବମାନ ନିର୍ଦ୍ଧାରିତ ଦିନରେ ନ ପଡ଼ି ଏକଦିନ ପରେ ପଡ଼େ ଇ. ଲିପ୍=କୁଦିବା—ଅର୍ଥାତ୍ ଗୋଟାଏ ଦିନ ଡେଇଁ ପର୍ବ ପଡ଼େ ଏଣୁ ଏ ବର୍ଷର ନାମ ଖ୍ରୀଷ୍ଟିଆନ୍ ରାଜ୍ୟମାନଙ୍କରେ ଲିପ୍ଇଅର୍ ନାମରେ ଖ୍ୟାତ]