ଲିପ୍ (ଧାତୁ)
ଦେଖଣା
ଲିପ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. କୌଣସି ପଦାର୍ଥ ଉପରେ ତରଳ ପଦାର୍ଥ ପତଳା କରି ବୋଳିବା; ଲେପିବା —୧. To plaster; to smear; to anomt.
[ଦ୍ରଷ୍ଟବ୍ୟ —ଏଥି ପୂର୍ବରେ ପ୍ର, ଅନୁ, ସମ୍ ଆଦି ଉପସର୍ଗ ଯୁକ୍ତ ହୁଏ]
- ୨. ଘୋଡ଼ାଇବା; ଆବୃତ କରିବା —୨. To cover; to overspread.
- ୩. କଳଙ୍କିତ କରିବା —୩. To stain; to contaminate.
- ୪. (ନିଆଁ) ଜାଳିବା — ୪. To enkindle; to inflame (Apte)