Jump to content

ଲିଫି ଲିଫା

ଉଇକିଅଭିଧାନ‌ରୁ

ଲିଫି ଲିଫା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝିପିଝିପି ବର୍ଷା; ଛୋଟ ଛୋଟ ଟୋପାରେ ବର୍ଷା —Drizzling rain; drizzle.

[ଉ—୮ଦୁମୁକାଣି୧୬: ଅସରା,୩୨: ଲିଫି ଲିଫି, ୬୪: କୁଣ୍ଡାଝରା, ତେବେ ଯାଇ ଚଷାର ପେଟ ହୁଏ ପୂରା କୃଷିବଚନ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଟୁପୁରୁ ଟୁପୁରୁ; ଝୁପୁରୁ ଝୁପୁରୁ (ବର୍ଷା) —Dizzling (rain)