ଲିବାର୍ ପୁଲ୍
ଇଂଲଣ୍ଡର ପଶ୍ଚିମ ଲଙ୍କାସାୟାର୍ ଜିଲ୍ଲାର ନଗର ଓ ବନ୍ଦର ବିଶେଷ —The town and port of Liverpool in England.
[ଦ୍ରଷ୍ଟବ୍ୟ —ଏହା ସୂତା ଲୁଗହା ଓ ଲୁଣ ଆଦିର ଗୋଟିଏ ପ୍ରଧାନ ବାଣିଜ୍ୟ କେନ୍ଦ୍ର ଓ ବନ୍ଦର]