ଲିଭର୍
ଦେଖଣା
ଲିଭର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଇଂରାଜୀ - ଲିଭର୍) ଯକୃତ; କଳାବୁକୁ — ୧. Liver.
- ୨. (ଇଂରାଜୀ - ଲେଭର୍) ଅଳ୍ପ ଚାପ ପ୍ରୟୋଗଦ୍ୱାରା ଖୁବ୍ ଭାରୀ ବସ୍ତୁକୁ ଉଠାଇବା ଯନ୍ତ୍ର; ତଳେ ଲାଦ ଦେଇ ବିପରୀତ ଦିଗରେ ଭାର ପ୍ରୟୋଗ ପୂର୍ବକ ଭାରୀ ବସ୍ତୁକୁ ଉଠାଇବା ପାଇଁ ବ୍ୟବହୃତ ଲମ୍ୱ ଦଣ୍ଡ — ୨. Lever.