ଲିଭା ହେବା
ଦେଖଣା
ଲିଭା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲିଭା ହେବା
|
ଦେଶଜ - କ୍ତି
[ସମ୍ପାଦନା]- ୧. (ସଂସ୍କୃତ - ନିବାହ) କୌଣସି ସ୍ଥାନରେ ଚଳିବା —୧. To get on at a place.
- ୨. ଜୀବିକା ନିର୍ବାହ କରିବା —୨. To get on with one's living; to eke out one's existence.
- ୩. (ସଂସ୍କୃତ - ନିର୍ବାପିତ) ଲିଭିବାର କର୍ମବାଚ୍ୟ — ୩. To be extinguished by some one.