Jump to content

ଲିଭିଯିବା

ଉଇକିଅଭିଧାନ‌ରୁ

ଲିଭିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି

[ସମ୍ପାଦନା]
୧. ମୁଦ୍ରିତ ହୋଇଯିବା; ବୁଜିଦେବା — ୧. To be closed. (ଉ—ନେତ୍ରି ଲିଭିଯିବା ବ୍ରହ୍ମ ରୁପକୁ ଚାହିଁଲେ— ପ୍ରାଚୀ. ବ୍ରହ୍ମନିରୁପଣଗୀତା]
୨. (ଦୀପ ମନକୁ) ନିର୍ବାପିତ ହେବା —(a light) to go out of itself.