ଲିଷ୍ଟି
ଦେଖଣା
ଲିଷ୍ଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲିଷ୍ଟି
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲିଷ୍ଟ୍)
[ସମ୍ପାଦନା]- ୧. ତାଲିକା; ଫର୍ଦ୍ଦ — ୧. List.
- ୨. ଧାରା; ନିୟମ —୨. Rule; regularity.
- ୩. ନିଶ୍ଚିତ ନିୟମ —୩. Unchange-; able rule.
- ୪. ନିର୍ଦ୍ଦିଷ୍ଟ ସମୟ —୪. Fixed time.
- ୫. (ଇଂରାଜୀ - ନେଷ୍ଟ) ଏକ ପ୍ରକାର ଧାଡ଼ିର ଭିନ୍ନ ଭିନ୍ନ ଲମ୍ୱ ଓ ଚଉଡ଼ାର କଳ ଲୁଗା —୫. Mill-made cloths of the same border but of different sizes.