Jump to content

ଲିଷ୍ୱ

ଉଇକିଅଭିଧାନ‌ରୁ

ଲିଷ୍ୱ

ଉଚ୍ଚାରଣ

[ସମ୍ପାଦନା]
[ନିଷ୍ୱନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଲିଷ୍ ଧାତୁ=ନୃତ୍ୟ କରିବା+କର୍ତ୍ତୃ. ବନ୍)

[ସମ୍ପାଦନା]

ନଟ; ନର୍ତ୍ତକ; ନୃତ୍ୟବ୍ୟବସାୟୀ —A professional dancer; an actor. (Apte)