ଲିହଣ
ଦେଖଣା
ଲିହଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ନିହାନୀ, ଲୌହବୃନ୍ତ, ଲିଖନ)— ବେଣ୍ଟହୀନ ଲୁହାର ବଟଳି —An un handled iron chisel.
ଲିହଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲିହଣ
|
[ଲେହଣ—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲିଖନ, ଲୌହବୃନ୍ତ, ନିହାନୀ)
[ସମ୍ପାଦନା]କାଠବେଣ୍ଟ ନ ଥିବା ବଢ଼େଇଙ୍କର ବଟାଳି — A chisel. without a wooden handle; iron chisel.
[ଦ୍ରଷ୍ଟବ୍ୟ —ଏଥିର କାଷ୍ଠଛେଦନକାରୀ ଲୋହଫଳକ ବଟାଳିର ଫଳକ ଅପେକ୍ଷା ଛୋଟ ଓ ସ୍ଥୂଳତର]