ଲିହାଜ
ଦେଖଣା
ଲିହାଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲିହାଜ୍)
[ସମ୍ପାଦନା]- ୧. ନିଆଜ (ଦେଖ) - — ୧. Niāja (See)
- ୨. ସ୍ମରଣ —୨. Recollection; memory.
- ୩. ଦୃଷ୍ଟି —୩. View.
- ୪. ବିଚାର — ୪. Consideration.
[ଉ—ଜମିଦାର ଏ ସବୁ ପୂର୍ବ କାଳର ତହସିଦାଲରଙ୍କ ଉପରି ଆୟ ଉଠାଇ ଦେଇ କର୍ମ ଲିହାଜରେ ଦରମା ବେଶୀ କରି କରି ଦେଇଅଛିନ୍ତି ଫକୀରମୋହନ, ମାମୁ]