Jump to content

ଲୀଢ଼

ଉଇକିଅଭିଧାନ‌ରୁ

ଲୀଢ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ଲିହ୍ ଧାତୁ+କର୍ମ.ତ)—୧ ଯାହା ଚଟା ହୋଇଅଛି —୧. Licked.

୨. ଆସ୍ୱାଦିତ — ୨. Tasted.
୩. ଭକ୍ଷିତ —୩. Eaten; devoured.
୪. ସ୍ପୃଷ୍ଟ —୪. Touched.
୫. ବିନାଶିତ — ୫. Destroyed (M.W.)