ଲୀନ
ଦେଖଣା
ଲୀନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଲୀ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. କୌଣସି ବସ୍ତୁର ଦେହରେ ଲୟ ପ୍ରାପ୍ତ; ମିଳାଇ ଯାଇଥିବା; ଅନୁପ୍ରବିଷ୍ଟ — ୧. Dissolved in; absorbed in.
- ୨. ମୃତ; ଧ୍ୱଂସ ପ୍ରାପ୍ତ; ବନିଷ୍ଟ —୨. Destroyed.
[ଉ—ବିଦା ବିଧାନେ ସୁଷେଣ କାଳ କାଳ କାଳଘଣ୍ଟ ଧ୍ୱନି ଲୀନା ଭଞ୍ଜ. ବୈଦେହିଶବିଳାସ]
- ୩. ସମ୍ମିଳତି — ୩. Intimately mixed.
- ୪. ଲୁପ୍ତ —୪. Disappeared; extingushed.
- ୫. ଆଲିଙ୍ଗିତ — ୫. Embraced.
- ୬. ଶୟିତ —୬. Laid; sleeping.
- ୭. ଲଗ୍ନ —୭. Attached to.
- ୮. ମଗ୍ନ; ତନ୍ମୟ —୮. Absorbed in.
- ୯. ପୂର୍ଣ୍ଣରୂପେ ଲଗ୍ନ —୯. Clinging.