Jump to content

ଲୀଳାଏ

ଉଇକିଅଭିଧାନ‌ରୁ

ଲୀଳାଏ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ. (ପଦ୍ୟ)

[ସମ୍ପାଦନା]

ଅବଲୀକା କ୍ରିମେ; ଅକ୍ଳେଶରେ; ସହଜରେ —With ease; without any exertion.

[ଉ—ବଳେ ହରିଲେ ପାରିଜାତ, ଲୀଳାଏ ଜିଣି ଶଚୀଥ ଜଗନ୍ନାଥ ଭାଗବତ]