Jump to content

ଲୀଳାମୟ

ଉଇକିଅଭିଧାନ‌ରୁ

ଲୀଳାମୟ

ଉଚ୍ଚାରଣ

[ସମ୍ପାଦନା]
(ଲୀଳାମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲୀଳା+ପ୍ରାଚୁର୍ଯ୍ୟାର୍ଥେ ମୟ)

[ସମ୍ପାଦନା]

ଲୀଳାପୂର୍ଣ୍ଣ; କ୍ରୀଡ଼ାଯୁକ୍ତ —Full of sports; sportive; playful.