ଲୀଳାସଉଧ
ଲୀଳାସୌଧ ଲୀଳାଭବନ ଲୀଳାମନ୍ଦିର ସଂସ୍କୃତ - ରୂପ]
କେଳି ମନ୍ଦିର — A room where lovers enjoy amorous sports.
[ଉ—ଲୀଳା ସଉଧରେ ଆରମ୍ଭି ଥିଲେ ତ ବିଳାସ କବିସୂର୍ଯ୍ୟ. ସଙ୍ଗୀତ]