ଲୀଳା କମଳ
ଯେଉଁ ପଦ୍ମଫୁଲକୁ ଧରି ଓ ହାତରେ ହଲାଇ ଲୋକେ କ୍ରୀଡ଼ା କରନ୍ତି — A toy lotus; a lotus held for sport.
[ଉ—କରେ ଶୋଭଇ ଯହିଁଏ ଲୀଳାକଳେ ରାଧାନାଥ. ମେଘଦୂତ]