ଲୀଳା କାନନ
=== ସଂସ୍କୃତ - ବିଶେଷ୍ୟ -(ମ.ପ.ଲୋ; ଲୀଳାର୍ଥ ବ୍ୟବହୃତ କାନନ)
ବିଳାସ କାନନ; ଉପବନୋ; ବିହାରୋଦ୍ୟାନ — A grove; a pleasure garden.