ଲୀଳା ଖେଳ
ଦେଖଣା
ଲୀଳା ଖେଳ
ଉଚ୍ଚାରଣ
[ସମ୍ପାଦନା][ଲୀଳା ଖେଳା—ସ୍ତ୍ରୀ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧୫. ଅକ୍ଷର ବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ — Name of the Sanskrit matre consisting ୧୫ letters.
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. (ବହୁବ୍ରିହୀ) ବିଳାସୀ —୧. Sportive.
- ୨. କ୍ରୀଡ଼ା— ଶୀଳ —୨. Playful.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୀଳାଖେଳା (ଦେଖ) - —Līlākhelā (See)