ଲୀଳା ପୁରୁଷୋତ୍ତମ
ଶ୍ରୀକୃଷ୍ଣ (ହିନ୍ଦୀ - ଶ) — Srīkṛushṇa.
[ଦ୍ରଷ୍ଟବ୍ୟ —ରାମ ଓ ଶ୍ରୀକୃଷ୍ଣ ଏ ଦୁଇ ପ୍ରଧାନ ଅବତାରଙ୍କ ମଧ୍ୟରେ ରାମଙ୍କୁ ମର୍ଯ୍ୟାଦାପୁରୁଷୋତ୍ତମ ଓ କୃଷ୍ଣଙ୍କୁ ଲୀଳାପୁରୁଷୋତ୍ତମ ବୋଲାଯାଏ—ହିନ୍ଦୀ - ଶ.]