Jump to content

ଲୀଳା ଯାତ୍ରା

ଉଇକିଅଭିଧାନ‌ରୁ

ଲୀଳା ଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

(ଲୀଳାସୁଆଙ୍ଗ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୀଳା+ଯାତ୍ରା)

[ସମ୍ପାଦନା]

ମହାଭାରତ, ରାମାୟଣ, ଭାଗବତଆଦିର ଅଖ୍ୟାୟିକା ଅବଲମ୍ୱନରେ କରାଯିବା ନାଟ ଓ ସୁଆଙ୍ଗ —Acting and dancing made on the basis of some of the episodes of the sacred lores (just like the passion plays of the middle ages in Europe.)