Jump to content

ଲୁ

ଉଇକିଅଭିଧାନ‌ରୁ

ଲୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅତୀତ କାଳରେ କ୍ରିୟା ସଙ୍ଗେ ମଧ୍ୟମ ପୁରୁଷ ଅନାଦରାର୍ଥ ବା ଅତି ସ୍ନେହାର୍ଥ ଏକବଚନ (ତୁ) ପରେ ଯୁକ୍ତ ହେବା ଅକ୍ଷର (ଯଥା—କଳୁ, ଗଲୁ) —Inflection affixed to a verb in the past tense after 'Thou' as in, "Thou didst".

ଦେଶଜ - ବିଶେଷ୍ୟ -(ହିନ୍ଦିରୁ ଅନୁକୃତ; ସଂସ୍କୃତ - ଲୁକ୍ ଧାତୁ=ଜଲିବା)

[ସମ୍ପାଦନା]

ଖୁବ୍ ଗରମ ପବନ; ଝାଞ୍ଜି —Hot wind; the simoon.

[ଦ୍ରଷ୍ଟବ୍ୟ — ରାଜପୁତାନା ଆଦି ମରୁବହୁଳ ଅଞ୍ଚଳରେ ଖରାଦିନେ ଦ୍ୱିପହରେ ଲୁ ବହେ ଓ ସମୟ ସମୟରେ ଏଥିରେ ଲୋକେ ମରି ଯାଆନ୍ତି]