Jump to content

ଲୁଅ

ଉଇକିଅଭିଧାନ‌ରୁ

ଲୁଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ଅ

[ସମ୍ପାଦନା]

ଲୋ — interjection 'Oh'.

[ଦ୍ରଷ୍ଟବ୍ୟ —ଏହା ପଦ ଶେଷରେ ଲାଗେ; ଯଥା ବାବୁନିଲୁଓ, ଧନ ଲୁଅ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋତ)

[ସମ୍ପାଦନା]

ଲୁହ —Tear.

[ଦ୍ରଷ୍ଟବ୍ୟ —କେ ନେତ୍ରୁ ଲୁଅ ପକାଏ ଦୀନକୃଷଅଣ. ରସକଲ୍ଲୋଳ]