Jump to content

ଲୁକ୍କାୟିତ

ଉଇକିଅଭିଧାନ‌ରୁ

ଲୁକ୍କାୟିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଣ (ଲୁକ୍=ଲୋପ+କାୟ=ଶରୀର ପରି ଆଚରଣ କରିବା+କର୍ମ.ତ)

[ସମ୍ପାଦନା]
୧. ଲୁପ୍ତ; ପ୍ରଛନ୍ନ; ଦୃଷ୍ଟିପଥରୁ ଅନ୍ତନିର୍ହିତ —Concealed from view; hidden; latent.