ଲୁଗାରେ ହଗି ପକେଇବା
ଦେଖଣା
ଲୁଗାରେ ହଗି ପକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଗାରେ ହଗି ପକେଇବା
|
ଲୁଗାରେ ହଗି ମୁତି ପକା(କେ)ଇବା ଲୁଗାରେ ଝାଡ଼ା ଫେରିବା ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଲକ୍ଷଣାର୍ଥ) ଅତି ଭୟତ୍ରସ୍ତ ହେବା —(figurative) To be terrified; to be so terrified as to sit on the cloth.
[ଦ୍ରଷ୍ଟବ୍ୟ —ଲୋକେ ଅତି ତ୍ରସ୍ତ ଭୀତ ହେଲେ ବା ଖୁବ୍ ମାଡ଼ ଖାଇଲେ ବା ରୋଗାଦିରେ ବିବଶ ହୋଇ ପଡ଼ିଲେ ଅନିଛା ସତ୍ୱେ ଲୁଗାରେ ହଗି ମୁତି ପକାଇବା ଦେଖାଯାଏ]