ଲୁଗା କାନି
ଦେଖଣା
ଲୁଗା କାନି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବସ୍ତ୍ରାଞ୍ଚଳ; ବସ୍ତ୍ରର ଏକପ୍ରାନ୍ତସ୍ଥ କୋଣ —One of the corners of a cloth.
[ଦ୍ରଷ୍ଟବ୍ୟ —
ଅନୁବାଦ
[ସମ୍ପାଦନା]ଲୁଗା କାନି
|
ପିନ୍ଧା ଲୁଗାର ସାମନା ପାଖ କାନିକୁ କୁଞ୍ଚକାନି ବା ଫେରକାନି ଓ ପଛପାଖ କଛାକାନି ବୋଲାଯାଏ]