ଲୁଗା କୁଞ୍ଚା
ଦେଖଣା
ଲୁଗା କୁଞ୍ଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଗା କୁଞ୍ଚା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - କୁଞ୍ଚନ)
[ସମ୍ପାଦନା]ପିନ୍ଧିବା ସମୟରେ ସୁନ୍ଦର ଓ ସଜ୍ଜିତ ଦେକାଯିବା ଉଦ୍ଦେଶ୍ୟରେ ପିନ୍ଧାଯିବା ଲୁଗାକୁ ନାନାପ୍ରକାର କୌଶଳପୂର୍ବକ କୁଞ୍ଚିତ କରିବା କ୍ରିୟା —The act of curling and twisting the cloth into various artistic folds, so that it will look nice when worn.
[ଦ୍ରଷ୍ଟବ୍ୟ —ଆମ ଦେଶରେ ଲୁଗାକୁ ନାନାପ୍ରକାରରେ କୁଞ୍ଚିବାର ପ୍ରଣାଳୀ ଅଛି ଯଥା—ସରୁକୁଞ୍ଚା, ଗିଲକୁଞ୍ଚା ଓ ପାଞ୍ଚଆଙ୍ଗୁଠିଆ କୁଞ୍ଚା ଇତ୍ୟାଦି]