ଲୁଗା ଗଣ୍ଠିରା
ଦେଖଣା
ଲୁଗା ଗଣ୍ଠିରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଗା ଗଣ୍ଠିରା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅନେକଗୁଡ଼ିଏ ଲୁଗା ଏକତ୍ର ହୋଇ ବନ୍ଧାଯାଇ ଥିବା ବଡ଼ ଗଣ୍ଠିରି — A large packet of clothes.
[ଦ୍ରଷ୍ଟବ୍ୟ —ଗଣ୍ଠିରା ବା ଗଣ୍ଡିରା, ଗଣ୍ଠିରି ଅପେକ୍ଷା ବଡ଼ ଓ ଗାଣ୍ଠି ଅପେକ୍ଷା ଛୋଟ ଗଣ୍ଠିରି ଅପେକ୍ଷା ବୋକଚା ଛୋଟ ବୋକଚା ଅପେକ୍ଷା ବୁଜୁଳା ଛୋଟ ବୁଜୁଳା ଅପେକ୍ଷା ବୁଜୁଳି ଛୋଠ ବୁଜୁଳା ଅପେକ୍ଷା ପୁଡ଼ା ଛୋଟ ପୁଡ଼ା ଅପେକ୍ଷା ପୋଟଳା ବା ପୁଟୁଳା ଛୋଟ ପୁଟୁଳା ଅପେକ୍ଷା ପୁଟୁଳି ଛୋଟ]