ଲୁଗା ଚଉତିବା
ଦେଖଣା
ଲୁଗା ଚଉତିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଗା ଚଉତିବା
|
[ଲୁଗାଚଉତା(ତେ)ଇବା—ପ୍ରୟୋଜକରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଲୁଗାକୁ ପ୍ରଥମେ ଦୁଇ ହସ୍ତ, ତା ପରେ ଚାରି ପ୍ରସ୍ତ, ଏହିପରି କ୍ରମାନ୍ୱୟରେ କ୍ଷୁଦ୍ରତର ପ୍ରସ୍ତଯୁକ୍ତ କରିବା — To fold up a cloth.