Jump to content

ଲୁଗା ଣ୍ଡିରା

ଉଇକିଅଭିଧାନ‌ରୁ

ଲୁଗା ଣ୍ଡିରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନେକଗୁଡ଼ିଏ ଲୁଗା ଏକତ୍ର ହୋଇ ବନ୍ଧାଯାଇ ଥିବା ବଡ଼ ଗଣ୍ଠିରି — A large packet of clothes.

[ଦ୍ରଷ୍ଟବ୍ୟ —ଗଣ୍ଠିରା ବା ଗଣ୍ଡିରା, ଗଣ୍ଠିରି ଅପେକ୍ଷା ବଡ଼ ଓ ଗାଣ୍ଠି ଅପେକ୍ଷା ଛୋଟ ଗଣ୍ଠିରି ଅପେକ୍ଷା ବୋକଚା ଛୋଟ ବୋକଚା ଅପେକ୍ଷା ବୁଜୁଳା ଛୋଟ ବୁଜୁଳା ଅପେକ୍ଷା ବୁଜୁଳି ଛୋଟ ବୁଜୁଳା ଅପେକ୍ଷା ପୁଡ଼ା ଛୋଟ ପୁଡ଼ା ଅପେକ୍ଷା ପୋଟଳା ବା ପୁଟୁଳା ଛୋଟ ପୁଟୁଳା ଅପେକ୍ଷା ପୁଟୁଳି ଛୋଟ]