ଲୁଗା ପାଇବା
ଦେଖଣା
ଲୁଗା ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଲୁଗା) ପିନ୍ଧିବାପାଇଁ ଯଥେଷ୍ଟ ଲମ୍ୱା ଓ ଚଉଡ଼ା ହେବା — (a cloth) Being
of suffcient length or breath for man's wear.
[ଯଥା—ଏ ଲୁଗା ମତେ ପାଇଲା ନାହିଁ]
ଦେଶଜ - କ୍ରି
[ସମ୍ପାଦନା]ପିନ୍ଧିବା ପାଇଁ ନୂତନ ବସ୍ତ୍ର ପ୍ରାପ୍ତ ହେବା — To get a piece of new cloth (as gift, present or by purchase.)