ଲୁଗା ପାଲେଟିବା
[ଲୁଗାପାଲଟା(ଟେ)ଇବା—ପ୍ରୟୋଜକରୂପ]
[ଲୁଗା ପାଲ(ଲି,ଲେ)ଟା—ବିଶେଷ୍ୟ]
ବସ୍ତ୍ରାନ୍ତର ପରିଧାନ କରିବାପାଇଁ ପରିହିତ ବସ୍ତ୍ର ତ୍ୟାଗ କରିବା — To change one's cloth for wearing another.