ଲୁଗା ଫେର
ଦେଖଣା
ଲୁଗା ଫେର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦେହର ଚାରିପାଖରେ ଥରେ ଗୁଡ଼ା ହେବାଭଳି ପିନ୍ଧା ଲୁଗାର ଅଂଶ —୧. The part of the cloth worn, which is taken round the waist.
- ୨. ଲୁଗା କୁଞ୍ଚ (ଦେଖ) - — Lugā kuṅcha (See)