Jump to content

ଲୁଗା ମୁହଁ

ଉଇକିଅଭିଧାନ‌ରୁ

ଲୁଗା ମୁହଁ

ଉଚ୍ଚାରଣ

[ସମ୍ପାଦନା]

[ଲୁଗା ମୁହୁଣ୍ଡା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବସ୍ତ୍ରର ଏକ ପ୍ରାନ୍ତର ସମସ୍ତ ପରିସର —The whole breadth of the end of a cloth.

[ଦ୍ରଷ୍ଟବ୍ୟ —ପୁରୁଷ ପରିଧେୟ ବସ୍ତ୍ରର ମୁହଁରେ ଥିବା ରଙ୍ଗୀନ ଅଂଶ ଅଳ୍ପ ଚଉଡ଼ା ଥାଏ, କିନ୍ତୁ ଶାଢ଼ୀର ମୁହଁ ବେଶି ଚଉଡ଼ା ଥାଏ ଚଉଡ଼ାର ମୁହଁକୁ ମୁହୁଣ୍ଡା ବୋଲାଯାଏ]