ଲୁଙ୍ଗୁରା
ଦେଖଣା
ଲୁଙ୍ଗୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲୁଙ୍ଗୁରୀ—ସ୍ତ୍ରୀ)
ଦେଶଜ - ବିଶେଷଣ - (ସଂସ୍କୃତ - ନ୍ୟକ୍, ନ୍ୟକ୍କାର=ଘୃଣା)
[ସମ୍ପାଦନା]- ୧. ମଇଳା; ଅପରିଷ୍କୃତ (ସ୍ଥାନ) —୧. Unclean (place.)
- ୨. ଅପରିଷ୍କୃତ ଅପରିଛନ୍ନ (ପୁରଷ) —୨. Unclean; untidy (person).
- ୩. ଯାହାର ଘର ଓ ଦେହ. ଆଦି ମଇଳା କରିବାର ଅଭ୍ୟାସ —୩. Of unclean habit.
- ୪. ଲୁଙ୍ଗୁଡ଼ା (ଦେଖ) - — ୪. Luṅguṟḍ̠ā (See)