Jump to content

ଲୁଚା

ଉଇକିଅଭିଧାନ‌ରୁ

ଲୁଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୁକ୍ ଦାତୁ)

[ସମ୍ପାଦନା]
୧. ଲୁଚିବା —୧. Hiding oneself.
୨. ଲୁଚାଇବା —୨. Concealing anything.

ଦେଶଜ - ଅ

[ସମ୍ପାଦନା]

ଲୁଚାଏ (ଦେଖ) - — Luchāe (See)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଲୁଚ୍ଚା (ଦେଖ) - —୧. Luchhā (See)

[ଉ—ଓହୋ କାନ୍ଦୁଥିଲି ଦେଖିବାପାଇଁ କି ପରା! ନିର୍ଲଜ୍ଜ ବେହାୟା ଲୁଚା ଭିକାରୀ—ରତ୍ନମାଳୀ]

୨. ଗୁପ୍ତ —୨. Hidden; concealed.
୩. ଅପ୍ରକାଶ୍ୟ — ୩. Secret.