ଲୁଚାକୁଚା
ଦେଖଣା
ଲୁଚାକୁଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଚାକୁଚା
|
ଦେଶଜ - ବିଶେଷଣ - (ସଂସ୍କୃତ - ଲୁଞ୍ଚିତ କୁଞ୍ଚିତ)
[ସମ୍ପାଦନା]- ୧. ସଂକୁଞ୍ଚିତ —୧. Contracted and curled.
- ୨. ଗୋଡ଼ ହାତ ସଙ୍କୁଚିତ କରିଥିବା; ପିଣ୍ଡୀକୃତଶରୀର — ୨. With the hands amd legs contracted or drawn together.
- ୩. ଯାହାର ସମସ୍ତ ଅବୟବ ସଂଙ୍କୁଚିତ ହୋଇଥାଏ — ୩. Curled and contracted.
(ଯଥା—ମୁଁ ଏକସ୍ଥାନରେ ୪ ଘଣ୍ଟା ବସିଯିବାରୁ ମୋ ଗୋଡ଼ ହାତ ଲୁଚାକୁଚା ହୋଇ ଗଲାଣି; ଜରି ଲୁଗା ପୁରୁଣା ହୋଇଗଲେ ଲୁଚାକୁଚା ହୋଇ ଯାଏ)