ଲୁଚା ଚୋରା
ଦେଖଣା
ଲୁଚା ଚୋରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଲୁଚାଛ(ଛି)ପା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଲୁଚା ଚୋରା
|
ଦେଶଜ - ବିଶେଷଣ - (ସହଚର)
[ସମ୍ପାଦନା]- ୧. ଗୁପ୍ତ —୧. Concealed. hidden.
- ୨. ସାଧାରଣରେ ଅପ୍ରକାଶିତ; ସାଧାରଣଙ୍କ ଦୃଷ୍ଟିର ଅଗୋଚର —୨. Hidden from public view.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୋପନ କରିବା —Concealments.