ଲୁଚା ଲୁଚି
ଦେଖଣା
ଲୁଚା ଲୁଚି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୁକ୍ ଧାତୁ)
[ସମ୍ପାଦନା]- ୧. ଅନ୍ୟୋନ୍ୟରେ ଲୁଚାଇବା କ୍ରିୟା —୧. Act of mutuay concealing.
- ୨. ବହୁବସ୍ତ ଲୁଚାଇବା କର୍ମ —୨. Concealment of many things.
ଦେଶଜ - ବିଶେଷଣ - (ନିରର୍ଥକ ସହଚର)
[ସମ୍ପାଦନା]ଲୁକ୍କାୟିତ; ଲୁଚାହେବା —Concealed; hidden from view or public gaze.
(ଯଥା—ଲୁଚା ଲୁଚି କାରବାର)