Jump to content

ଲୁଚିକାଳି ଖେଳିବା

ଉଇକିଅଭିଧାନ‌ରୁ

ଲୁଚିକାଳି ଖେଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲୁଚକାଳୀ କ୍ରୀଡ଼ା କରିବା —୧. To play the game of hide and seek.
୨. ଜଣକୁ ଦେଖା ଦେଇ ଲୁଚିଯିବା ପୁଣି ଦେଖାଦେଇ ଲୁଚିଯିବା, ଏହିପରି କ୍ରମାନ୍ୱୟରେ ଗୁପ୍ତ ହେବା ଓ ଦୃଶ୍ୟ ହେବା —୨. To altrnately hide oneself from another's view and then appear to him.