ଲୁଚି ଛାଙ୍କିବା
ଦେଖଣା
ଲୁଚି ଛାଙ୍କିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲୁଚିଭାଜିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବେଲା ହୋଇଥିବା ଲୁଚିକୁ ନିଆଁ ଉପରେ ଫୁଟୁଥିବା ଘିଅରେ ପକାଇ ସିଦ୍ଧ ହେବା ପରେ ତାହା ଉଠାଇ ଆଣିବା —To roast luchi.
[ଦ୍ରଷ୍ଟବ୍ୟ —କରେଇରେ ବେଶି ଘିଅ ଥାଇ ଲୁଚି ତହିଁରେ ଭାସିବା ପରି ହେଲେ ତାକୁ ଛାଙ୍କିବା ବା ଛାଣିବା କହନ୍ତି ଓ ଅଳ୍ପ ଘିଅ ଥିଲେ ତାକୁ ଭାଜିବା କହନ୍ତି]