ଲୁଚି ବେଲିବା
(ସଂସ୍କୃତ - ବେଲ, ବେଲ୍ଲ ଧାତୁ=ଚାଳନ କରିବା) ମଇଦାକୁ ପାଣିରେ ଗୋଳି ଚକଟି ପିଣ୍ଡମାନ ତିଆରି କରି ସେହି ପିଣ୍ଡକୁ ପଟା ଉପରେ ପକାଇ ବେଲଣା କାଠିଦ୍ୱାରା ପ୍ରସାରିତ କରିବା —To roll balls into thin sheets for preparing Luchi.