ଲୁଚି ଯିବା
ଦେଖଣା
ଲୁଚି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଚି ଯିବା
|
(ଲୁଚି ହୋଇଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରଥମେ ଦେଖା ଦେଇ ପରେ ଦୃଷ୍ଟି ପଥରୁ ଅନ୍ତର ହେବା —୧. To hide one- self or to disappear after once being seen.
(ଉ—ଥରେ ଥରେ ଦେଖା ଦେଇଣ ଲୁଚି ଯିବା କୃଷ୍ଣ— ସିଂହ ମହାଭାରତ ବନ)
- ୨. ସମ୍ପୂର୍ଣ୍ଣରୂପେ ଅଦୃଶ୍ୟ ହେବା —୨. To be completely hidden from view.
- ୩. ଲୁଛିବା (ଦେଖ) - Luchhibā (See)